ହେଡ଼ା ଖିଆ Heṟḍ̠ā khiā

  • ଦେ. ବିଣ. ପୁଂ — ଗୋମାଂସ ଭୋଜୀ; ଯେଉ ବ୍ଯକ୍ତି ଗୋମାଂସ ଆହାର କରେ — Beef eating; partaking of beef
  • ଦେ. ବିଣ. ପୁଂ — (ଗାଳି) ନିଷିଦ୍ଧ ମାଂସ ଖାଦକ — Partaking of forbidden meat
  • ବି — ଗୋମାଂସ ଖାଦକ ବ୍ଯକ୍ତି — A beef eater