ହେଡ଼ ମୌଲବି Heḍ ma̲u̲labi

  • ବୈଦେ. ବି (ଇଂ. ହେଡ୍ ଓ ଆ. ମୌଲବୀ) ଛାତ୍ରମାନଙ୍କୁ ଆରବୀ, ଉର୍ଦ୍ଦୁ ବା ଫାରସୀ ଭାଷା ଶିଖାଇବା ଶିକ୍ଷକମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ — Head moulvi