ହେଡ଼ ମାଷ୍ଟର୍ Heḍ māshṭar

  • ବୈଦେ. ବି ପୁଂ (ଇଂ) — ବିଦ୍ୟାଳୟ ପ୍ରଧାନ ଇଂରାଜୀ ଶିକ୍ଷକ — Head master of a school
  • ବୈଦେ. ବି ପୁଂ (ଇଂ) — ଇଂରାଜୀ ବିଦ୍ୟାଳୟର ପ୍ରଥମ ଶିକ୍ଷକ — Head master