ହେହେ Hehe

  • ସଂ ଅ — ହେ ର ଦ୍ୱିତ; କଥାରେ ଜୋର୍ ଦେବା ପାଇଁବା ଉଦ୍ବେଗ, ବିଷାଦ, ବିସ୍ମୟାଦି ସ୍ଥଳରେ ହେ ସମ୍ବୋଧନର ଦୁଇ ଥର ପ୍ରୟୋଗ — A doublet of Oh; Oh ho! Ho Ho!
  • ସଂ ଅ — ହେ (ଦେଖ) — He (See)