ହେଳିକୋଦୟ Heḻikodaya

  • ସଂ ବି (ଜ୍ୟୋତିଷ ପରିଭାଷା) — ସୂର୍ଯ୍ୟଙ୍କୁ ସଂକ୍ରମଣ କରିବା ଯୋଗୁଁ କେତେକ ସମୟ ଅଦୃଶ୍ୟ ହେବା ପରେ ସୂର୍ଯ୍ୟୋଦୟ ପୂର୍ବରୁ କୌଣସି ତାରାର ଉଦୟ ହେବାବେଳେ ଦେଖାଯିବା ଅବସ୍ଥା — (astronomy) Heliacal rising of a star