ହେଳା ମାତ୍ରକେ Heḻā mātrake

  • ଦେ. କ୍ରି. ବିଣ — ଅକ୍ଳେଶରେ; ଅବଲୀଳା କ୍ରମେ — Easily
  • ଦେ. କ୍ରି. ବିଣ — [ଦ୍ର—କଂସ ଆଦି ଯେ ଦୈତ୍ୟବଂଶ, ହେଳା ମାତ୍ରକେ କଲେ ନାଶ—ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।]