ହେଲି ସେଲିସ୍ Heli selis

  • ଦେ. ବି (ନାମ) — ଆବିସିନିଆର ରାଜ୍ୟଚ୍ୟୁତ ସମ୍ରାଟ୍ — Name of the defeated king of Abyssinia who left his kingdom in 1937 being unable to cotinue fight with Italy
  • ଦେ. ବି (ନାମ) — [ଦ୍ର— 1936 ଖ୍ରୀଷ୍ଟାବ୍ଦରେ ଏହାଙ୍କ ସହିତ ଇଟାଲୀର ଘୋର ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଏ ପରାଜିତ ହୋଇ ଆବିସିନିୟା ଛାଡ଼ି ପଳାଇ ଯାଇଥିଲେ।] — [ଦ୍ର—1936ଖ୍ରୀଷ୍ଟାବ୍ଦରେ ଏହାଙ୍କ ସହିତ ଇଟାଲୀର ଘୋର ଯୁଦ୍ଧ ହୋଇଥିଲା ସେହି ଯୁଦ୍ଧରେ ଏ ପରାଜିତ ହୋଇ ଆବିସିନିୟା ଛାଡ଼ି ପଳାଇ ଯାଇଥିଲେ]