ହେଲାପେଲା Helāpelā

  • ପ୍ରାଦେ (ଖଡ଼ିଆଳ) କ୍ରି. ବିଣ — ଯଥାତଥା; ଯେ କୌଣସି ପ୍ରକାରେ — Anyhow
  • ପ୍ରାଦେ (ଖଡ଼ିଆଳ) କ୍ରି. ବିଣ — [ଉ—ବୁଢ଼ୀ ବେଲକେ ନାତି ଘଏଁତା, ହେଲାପେଲା କରି ଦିନ ଯାଏତା—ଢଗ।]