ହେରିବା Heribā
- ଦେ. କ୍ରି (ପ୍ରାଚୀନ ଓ ପଦ୍ଯରେ ବ୍ଯବହୃତ)—(ସଂ. ଦୃଶ୍ ଧାତୁ; ପ୍ରା. ହେର୍ ଧାତୁ) — ଦେଖିବା — To see
- ଦେ. କ୍ରି (ପ୍ରାଚୀନ ଓ ପଦ୍ଯରେ ବ୍ଯବହୃତ)—(ସଂ. ଦୃଶ୍ ଧାତୁ; ପ୍ରା. ହେର୍ ଧାତୁ) — [ଉ—ଠିକରି ପଡ଼ୁଛି ଠାବେ ଠାବେ ନେତ୍ର ହେରି ଏ ଚନ୍ଦ୍ରମା ହାଟ। ରାଧାନାଥ, ପାର୍ବତୀ।]
- ଦେ. କ୍ରି (ପ୍ରାଚୀନ ଓ ପଦ୍ଯରେ ବ୍ଯବହୃତ)—(ସଂ. ଦୃଶ୍ ଧାତୁ; ପ୍ରା. ହେର୍ ଧାତୁ) — ଚାହିଁବା — To look at
- ଦେ. କ୍ରି (ପ୍ରାଚୀନ ଓ ପଦ୍ଯରେ ବ୍ଯବହୃତ)—(ସଂ. ଦୃଶ୍ ଧାତୁ; ପ୍ରା. ହେର୍ ଧାତୁ) — [ଉ—ତାହାଙ୍କର ଆଶ୍ଚର୍ଯ୍ୟ ପରାକ୍ରମ ହେରି। କୃଷ୍ଣସିଂହ, ମହାଭାରତ, ଆଦି।]