ହେରିଙ୍ଗ୍ Heriṅg
- ବୈଦେ. ବି (ଇଂ. ହେର୍ରିଙ୍ଗ୍) — ପୋହଳା ବା ଏଣ୍ଡୁଳା ମାଛ ପରି ଏକ ପ୍ରକାର ସୁଖାଦ୍ୟ କ୍ଷୁଦ୍ର ସାମୁଦ୍ରିକ ଶଲ୍ମୀ ମତ୍ସ୍ୟ — Herring; a kind of sea-fish; Clapea Herengus
- ବୈଦେ. ବି (ଇଂ. ହେର୍ରିଙ୍ଗ୍) — [ଦ୍ର—ଏମାନେ ଲମ୍ବରେ 1 ଫୁଟ୍ ପର୍ଯ୍ୟନ୍ତ ବଢ଼ନ୍ତି ଓ ସମୁଦ୍ରରେ ଭେଳା ଭେଳା ହୋଇ ବିଚରଣ କରନ୍ତି। ଗୋଟିଏ ଗୋଟିଏ ଝାଙ୍କରେ ଲକ୍ଷ ଲକ୍ଷ ମାଛ ଥାଆନ୍ତି। ଏମାନେ ଇଉରୋପର ଓ ଆମେରିକାର ଆଟ୍ଲାଣ୍ଟିକ୍ ମହା— ସାଗର ଉପକୂଳରେ ଦେଖା ଯାଆନ୍ତି ଓ ଏହାଙ୍କୁ ମାରି ଲୁଣ ଦେଇ ଶୁଖୁଆ କରି ବୋତଲରେ ଓ ଟିଣରେ ମୁଦି କରି ସାହେବମାନେ ବିଦେଶକୁ ଖାଦ୍ୟ ପାଇଁ ରପ୍ତାନି କରନ୍ତି। ଏମନଙ୍କର ଦେହରେ ଗୋଟିଏ ମାତ୍ର ସମାନ୍ତରାଳ ଶାଖାଯୁକ୍ତ ମେରୁହାଡ଼ କଣ୍ଟା ଥାଏ।] — [ଦ୍ର—ଏମାନେ ଲମ୍ବରେ1ଫୁଟ୍ ପର୍ଯ୍ୟନ୍ତ ବଢ଼ନ୍ତି ଓ ସମୁଦ୍ରରେ ଭେଳା ଭେଳା ହୋଇ ବିଚରଣ କରନ୍ତି ଗୋଟିଏ ଗୋଟିଏ ଝାଙ୍କରେ ଲକ୍ଷ ଲକ୍ଷ ମାଛ ଥାଆନ୍ତି ଏମାନେ ଇଉରୋପର ଓ ଆମେରିକାର ଆଟ୍ଲାଣ୍ଟିକ୍ ମହା— ସାଗର ଉପକୂଳରେ ଦେଖା ଯାଆନ୍ତି ଓ ଏହାଙ୍କୁ ମାରି ଲୁଣ ଦେଇ ଶୁଖୁଆ କରି ବୋତଲରେ ଓ ଟିଣରେ ମୁଦି କରି ସାହେବମାନେ ବିଦେଶକୁ ଖାଦ୍ୟ ପାଇଁ ରପ୍ତାନି କରନ୍ତି ଏମନଙ୍କର ଦେହରେ ଗୋଟିଏ ମାତ୍ର ସମାନ୍ତରାଳ ଶାଖାଯୁକ୍ତ ମେରୁହାଡ଼ କଣ୍ଟା ଥାଏ]