ହେରିଆ ବସିବା Heriā basibā

  • ଦେ. କ୍ରି (ଜାହାଜିଆ ଭାଷା) — (ଜାହାଜ) କୌଣସି ଦିଗକୁ ବକ୍ରଭାବରେ ଗତି କରିବା — (nautical) (a ship) To move tortuously towards any direction
  • ଦେ. କ୍ରି (ଜାହାଜିଆ ଭାଷା) — [ଉ—ଆମ କାଳିକା ପ୍ରସାଦ ବାଟ ବଦଳି ପୂର୍ବ ହେରିଆ ବସିଲା।]