ହେରାଇବା Herāibā

  • ଦେ. କ୍ରି (ପ୍ରାଚୀନ ପ୍ରୟୋଗ ଓ ପଦ୍ଯ) — ହେରିବା କ୍ରିୟାର ଣିଜନ୍ତ ରୂପ — The causative from of Heribā
  • ଦେ. କ୍ରି (ପ୍ରାଚୀନ ପ୍ରୟୋଗ ଓ ପଦ୍ଯ) — ଦେଖାଇବା — To show
  • ଦେ. କ୍ରି (ପ୍ରାଚୀନ ପ୍ରୟୋଗ ଓ ପଦ୍ଯ) — (ଉ—କାଞ୍ଚୀଦାମ ତୁଟି କାଞ୍ଚଲୀ ଖସେ, ଯୌବନ ହେରାଇ ଡାକନ୍ତି ବାସେ—ପ୍ରାଚୀ, ରହସ୍ୟମଞ୍ଜରୀ।]