ହେରମ୍ବନାଥ Herambanātha

  • ସଂ ବି — ଗଣେଶ; ହେରମ୍ବ; ଗଣପତି — God Ganeṡa
  • ସଂ ବି — ଶିବଲିଙ୍ଗ ବିଶେଷ — Name of an image of Ṡiba
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males