ହେଯଜ୍ଞାନ କରିବା Heyajn̄āna karibā

  • ଦେ. କ୍ରି — ବେଖାତିର କରିବା — To disregard; to slight
  • ଦେ. କ୍ରି — ଘୃଣା କରିବା — To hate
  • ଦେ. କ୍ରି — ଘୃଣା ଦୃଷ୍ଟିରେ ଦେଖିବା — To look down upon with contempt