ହେମାଳିଆ Hemāḻiā
- ଦେ. ବିଣ — ଅତିଶୀତଳ — Very cool; chilly
- ଦେ. ବିଣ — ଅତି ଶୀତସ୍ପର୍ଶ — Very cold to touch
- ଦେ. ବିଣ — (ପୁଂ) ଯାହାର ଦେହ ଅତି ଶୀତଳ ଲାଗେ — Having a cold body
- ବି — ଘୋଓଘା; ଗୋଳମାଳ — Ado; confusion
- ବି — ଆରାଜକତାଜନିତ ଗୋଳମାଳ — Confusion due to anarchy
- ବି — ସମସ୍ତେ ମିଶି ଲୁଟପାଟ କରିବା — Promiscuous looting