ହେମାଦ୍ରି Hemādri
- ସଂ. ବି — ସୁମେରୁ ପର୍ବତ (ଅମର) — The mythological mountain at the north end of the world
- ସଂ. ବି — (ନାମ) ଜଣେ କ୍ଷତ୍ରିୟ ରାଜା ଓ ଗ୍ରନ୍ଥକାର — Name of a Kshstriya. king and author
- ସଂ. ବି — [ଦ୍ର—ଏ ଚତୁର୍ବର୍ଗ ଚିନ୍ତାମଣି, କାମଧେନୁ ଓ କଳ୍ପଦ୍ରୁମ ନାମକ ସ୍ମୃତିଗ୍ରନ୍ଥ ରଚନା କରିଥିଲେ। ଏ ଖ୍ରୀଷ୍ଟୀୟ 13 ଶ ଶତାଦ୍ଦୀରେ ଥିଲେ। ଚତୁର୍ବର୍ଗଚିନ୍ତାମଣି ଗ୍ରନ୍ଥ ଦାନ, ବ୍ରତ, ତୀର୍ଥ, ମୋକ୍ଷବିଷୟ ଓ ପରିଶିଷ୍ଟ, ଏପରି 5 ଖଣ୍ଡରେ ରଚିତ। ହି. ଶ] — [ଦ୍ର—ଏ ଚତୁର୍ବର୍ଗ ଚିନ୍ତାମଣି, କାମଧେନୁ ଓ କଳ୍ପଦ୍ରୁମ ନାମକ ସ୍ମୃତିଗ୍ରନ୍ଥ ରଚନା କରିଥିଲେ ଏ ଖ୍ରୀଷ୍ଟୀୟ13ଶ ଶତାଦ୍ଦୀରେ ଥିଲେ ଚତୁର୍ବର୍ଗଚିନ୍ତାମଣି ଗ୍ରନ୍ଥ ଦାନ, ବ୍ରତ, ତୀର୍ଥ, ମୋକ୍ଷବିଷୟ ଓ ପରିଶିଷ୍ଟ, ଏପରି5ଖଣ୍ଡରେ ରଚିତ ହି. ଶ]
- ସଂ. ବି — ସ୍ୱର୍ଣ୍ଣକ୍ଷୀରୀ (ହରେକୃଷ୍ଣ ଦ୍ରବ୍ଯଗୁଣ) — Gamboje thistle (a plant)