ହେମାଙ୍ଗଦ Hemāṅgada
- ସଂ. ବି (ମ. ପ. ଲୋ) ସୁନାର ବାଜୁ — Golden armlet
- ସଂ. ବି (ମ. ପ. ଲୋ) (ନାମ) ବସୁଦେବଙ୍କ ଏକ ପୁତ୍ର (ହି. ଶ) — Name of a son of Basudeba
- ସଂ. ବି (ମ. ପ. ଲୋ) (ନାମ) କଳିଙ୍ଗ ଦେଶର ଜଣେ ରାଜା (ହି. ଶ) — Name of a king of Kaḻiṅga
- ସଂ. ବିଣ. ପୁଂ — ସୁନାର ବାଜୁ ପରିଧାନ କାରୀ — Wearing a goldeu armlet