ହେମନ୍ତ Hemanta
- ସଂ. ବି—(ହନ୍. ଧାତୁ=ବଧ କରିବା+ମନ୍ତ; କିମ୍ବା ହେମନ୍+ତ) — ହିମଋତୁ; ଅଗ୍ରହାୟଣ ଓ ପୌଷମାସାତ୍ମକ ଋତୁ — The 1st two months of winter
- ସଂ. ବି—(ହନ୍. ଧାତୁ=ବଧ କରିବା+ମନ୍ତ; କିମ୍ବା ହେମନ୍+ତ) — [ଦ୍ର—ଏହା ବର୍ଷକର 6 ଋତୁ ମଧ୍ୟରେ ଶରତ୍ ଋତୁର ପରେ ଘଟିବା ଋତୁ ଅଟେ।] — [ଦ୍ର—ଏହା ବର୍ଷକର6ଋତୁ ମଧ୍ୟରେ ଶରତ୍ ଋତୁର ପରେ ଘଟିବା ଋତୁ ଅଟେ]
- ଦେ. ବି — (ସଂ. ହିମବତ୍) ହିମାଳୟ ପର୍ବତ — The Himalayas
- ଦେ. ବି — ହେମନ୍ତ କୁମାରର ଡାକ ନାମ — Nickname of Hemanta Kumāra
- ବୈଦେ. ବି (ଆ) ହିମ୍ମତ୍ (ଦେଖ) — Himmat (See)