ହେମତୁଳା Hema tuḻā

  • ସଂ. ବି — ସ୍ୱର୍ଣ୍ଣର ତୁଳାଦାନ; ଦାତାଙ୍କ ସମାନ ଓଜନ ସୁନାର ଦାନ (ହି. ଶ) — A present of one's weight of gold to Brāhmaṇas