ହେମଦୁଗ୍ଧୀ Hema dugdhī

  • ସଂ. ବି—(ହେମ ଦୁଗ୍ଧିନ୍ ଶବ୍ଦ; 1 ମା. 1 ବ) — ଯଜ୍ଞ— ଡୁମ୍ବୁର ବୃକ୍ଷ (ଶବ୍ଦ ରତ୍ନାବଳୀ) — Ficus Glomerata; Ficus Gibbosa
  • ସଂ. ବି—(ହେମ ଦୁଗ୍ଧିନ୍ ଶବ୍ଦ; 1 ମା. 1 ବ) — ସ୍ୱର୍ଣ୍ଣକ୍ଷୀରୀ (ରାଜ ନିର୍ଘଣ୍ଟ) — Gamboje thistle (a plant)