ହେମଚନ୍ଦ୍ର Hema chandra
- ସଂ. ବି. — (ମ. ପ ଲୋ)
- ସଂ. ବି. — ସ୍ୱର୍ଣ୍ଣନିର୍ମିତ ଚନ୍ଦ୍ର—ସୁନାର ଚାନ୍ଦ — 1. A gold model of moon
- ସଂ. ବି. — ଇକ୍ଷ୍ୱାକୁ ବଂଶୀୟ ବିଶାଳ ରାଜାଙ୍କ ପୁତ୍ର (ହି. ଶ) — Name of a king of the Ikshwāku dynasty
- ଦେ. ବି. ପୁଂ. — ପୁରୁଷଙ୍କୁ ଦିଆଯିବା ନାମ — A name given to males
- ଦେ. ବି. ପୁଂ. — ଅଭିଧାନ ଚିନ୍ତାମଣି ନାମକ ସଂସ୍କୃତ ଅଭିଧାନ ଗ୍ରନ୍ଥକାର — Name of a Sanskrit lexicographer
- ଦେ. ବି. ପୁଂ. — [ଦ୍ର—ଏହାଙ୍କୁ ଲୋକେ 'ସୁରି ହେମଚନ୍ଦ୍ର' ବୋଲି ଡାକୁଥିଲେ। ଏ ଗୁଜୁରାଟର ପ୍ରସିଦ୍ଧ ଜୈନ ପଣ୍ଡିତ ଥିଲେ। ଏହାଙ୍କର ଜନ୍ମ ଖ୍ରୀ 1090 ଓ ମୃତ୍ୟୁ ଖ୍ରୀ 1174 ରେ ହୋଇଥିଲା। ଏ ଜଣେ ଦିଗ୍ବିଜୟୀ ପଣ୍ଡିତ ଥିଲେ। ଏ ବୈଶ୍ୟ ଜାତୀୟ ଶ୍ୱେତାମ୍ବର ଜୈନ ଥିଲେ। ଏ ରାଜା କୁମାରପାଳଙ୍କ ଆଶ୍ରୟରେ ଥିଲେ। ଏହାଙ୍କ କୃତ ଅଭିଧାନ ଚିନ୍ତାମଣି, ଅନେକାର୍ଥ କୋଷ, ସିଦ୍ଧ ଶବ୍ଦାନୁଶାସନ, ପ୍ରାକୃତ ବ୍ୟାକରଣ, ପ୍ରାକୃତ ଅଭିଧାନ, ତ୍ରିଷଷ୍ଟିଶଳାକା, ସଂସ୍କୃତ ବ୍ୟାକରଣ, ଦେଶୀ ନାମ ମାଳା, ଊଣାଦି ସୂତ୍ର— ବୃତ୍ତି ଗ୍ରନ୍ଥମାନ ଆଜି ସୁଦ୍ଧା ଭାରତରେ ପ୍ରମାଣିତ ଗ୍ରନ୍ଥରୂପେ ଆଦୃତ ହେଉଅଛି] — [ଦ୍ର—ଏହାଙ୍କୁ ଲୋକେ 'ସୁରି ହେମଚନ୍ଦ୍ର' ବୋଲି ଡାକୁଥିଲେ ଏ ଗୁଜୁରାଟର ପ୍ରସିଦ୍ଧ ଜୈନ ପଣ୍ଡିତ ଥିଲେ ଏହାଙ୍କର ଜନ୍ମ ଖ୍ରୀ1090ଓ ମୃତ୍ୟୁ ଖ୍ରୀ1174ରେ ହୋଇଥିଲା ଏ ଜଣେ ଦିଗ୍ବିଜୟୀ ପଣ୍ଡିତ ଥିଲେ ଏ ବୈଶ୍ୟ ଜାତୀୟ ଶ୍ୱେତାମ୍ବର ଜୈନ ଥିଲେ ଏ ରାଜା କୁମାରପାଳଙ୍କ ଆଶ୍ରୟରେ ଥିଲେ ଏହାଙ୍କ କୃତ ଅଭିଧାନ ଚିନ୍ତାମଣି, ଅନେକାର୍ଥ କୋଷ, ସିଦ୍ଧ ଶବ୍ଦାନୁଶାସନ, ପ୍ରାକୃତ ବ୍ୟାକରଣ, ପ୍ରାକୃତ ଅଭିଧାନ, ତ୍ରିଷଷ୍ଟିଶଳାକା, ସଂସ୍କୃତ ବ୍ୟାକରଣ, ଦେଶୀ ନାମ ମାଳା, ଊଣାଦି ସୂତ୍ର— ବୃତ୍ତି ଗ୍ରନ୍ଥମାନ ଆଜି ସୁଦ୍ଧା ଭାରତରେ ପ୍ରମାଣିତ ଗ୍ରନ୍ଥରୂପେ ଆଦୃତ ହେଉଅଛି]