ହେମ ସାଗର Hema sāgara
- ସଂ. ବି — ଘିଅ କୁଆଁରୀ ପରି ଦୀର୍ଘାୟୁ ଓ ମାଂସଳ ଶାକ ବିଶେଷ — Kalanchoe Laciriata (herb); kālauchoe Laciniatā(kirtikar)
- ସଂ. ବି — [ଦ୍ର—ଏହାର ପତ୍ର ମୋଟ, ମାଂସଳ ଓ ପକ୍ଷାକାରରେ କଟାକଟା; ଫୁଲ ଛୋଟ ଓ ହଳଦିଆ (ଯୋଗେଶଚନ୍ଦ୍ର) ଏହା ବିହାର ଓ ପୂର୍ବବଙ୍ଗରେ ଜନ୍ମେ। ପଞ୍ଜାବର ପାହାଡ଼ରେ ଏ ଗଛ ମନକୁ ଉଠେ]
- ସଂ. ବି — ଫୁଟି— ଫୁଟିକିଆ ଗଛପରି ଦୀର୍ଘାୟଃ ଶାକ ବିଶେଷ — Bryo phyllum calycinum
- ସଂ. ବି — [ଦ୍ର—ଏହା ଦୁଇହାତ ପର୍ଯ୍ୟନ୍ତ ଉଚ୍ଚ ହୋଇ ବଢ଼େ। ଏହାର ପତ୍ର ମୋଟ, ମାଂସଳ, ଲୋମହୀନ ଓ ଅମ୍ଳ। ଛାଇ ସ୍ଥାନରେ ଏହାର ପତ୍ରକୁ ରଖିଲେ ପତ୍ର ଦେହରୁ କୁଆଁ ବାହାରି ଅନେକ ଗଛ ହୁଏ; ଫୁଲ ବଡ଼ ବଡ଼ ଓ ବାଇଗଣୀ ଲାଲ। ଏହା ବର୍ଷାଦିନେ ଫୁଟେ। ଏହି ଗଛ 200 ବର୍ଷ ପୂର୍ବେ ମଲକା ଦ୍ୱୀପପୁଞ୍ଜରୁ ଭାରତକୁ ଆନୀତ ହୋଇଥିଲା] — [ଦ୍ର—ଏହା ଦୁଇହାତ ପର୍ଯ୍ୟନ୍ତ ଉଚ୍ଚ ହୋଇ ବଢ଼େ ଏହାର ପତ୍ର ମୋଟ, ମାଂସଳ, ଲୋମହୀନ ଓ ଅମ୍ଳ ଛାଇ ସ୍ଥାନରେ ଏହାର ପତ୍ରକୁ ରଖିଲେ ପତ୍ର ଦେହରୁ କୁଆଁ ବାହାରି ଅନେକ ଗଛ ହୁଏ; ଫୁଲ ବଡ଼ ବଡ଼ ଓ ବାଇଗଣୀ ଲାଲ ଏହା ବର୍ଷାଦିନେ ଫୁଟେ ଏହି ଗଛ200ବର୍ଷ ପୂର୍ବେ ମଲକା ଦ୍ୱୀପପୁଞ୍ଜରୁ ଭାରତକୁ ଆନୀତ ହୋଇଥିଲା]