ହେମ ବପୁ Hema bapu

  • ଦେ. ବି. ପୁଂ ଓ ସ୍ତ୍ରୀ — (ସଂ. ହେମବପୁଃ)—ହେମଗୌର — Fair-compexioned (person)
  • ଦେ. ବି. ପୁଂ ଓ ସ୍ତ୍ରୀ — (ଉ—ପୁରତରେ ବସାଇ କର୍ପୂର, ପୂରସ୍ତନ ଉରେ ଲଗାଇବା କେଡ଼େ ଚାତୁରୀ ହେମବପୁର—ଭଞ୍ଜ, ପ୍ରେମସୁଧାନିଧି।)