ହେମ ପର୍ବତ Hema parbata

  • ସଂ. ବି — ସୁମେରୁ ଗିରି (ହଳାୟୁଧ) — The mythological mountain at the north extremity of the world
  • ସଂ. ବି — ଦାନ ନିମନ୍ତେ ଉତ୍ସୃଷ୍ଟ ସୁନା ଗଦା (ହି. ଶ) — A heap of gold given away to Brāmaṇas
  • ସଂ. ବି — [ଦ୍ର— ଏହା ମହାଦାନ ମଧ୍ୟରେ ଏକ ଅଟେ।