ହେମ ପୁଷ୍ପ Hema pushpa

  • ସଂ. ବି — ଅଶୋକ ପୁଷ୍ପ (ମେଦିନୀ) — Aṡoka flower
  • ସଂ. ବି — ଜବା ପୁଷ୍ପ; ମନ୍ଦାର ଫୁଲ (ମେଦିନୀ) — The china rose
  • ସଂ. ବି — ଚମ୍ପକ ବୃକ୍ଷ (ଶବ୍ଦଚନ୍ଦ୍ରିକା) — The Champaka tree
  • ସଂ. ବି — ନାଗକେଶର (ହି. ଶ — Mesua Ferra (tree and flower)