ହେମ କାନ୍ତି Hemakānti

  • ସଂ. ବି — ( 6 ଷ୍ଠୀ ତତ୍) ସୁନାର ପ୍ରଭା — (6ଷ୍ଠୀ ତତ୍) ସୁନାର ପ୍ରଭା— . Lustre of gold
  • ସଂ. ବି — [ବହୁବ୍ରୀହି] ଦାରୁହରିଦ୍ରା (ରାଜନିର୍ଘଣ୍ଟ) — Berberis Cristata
  • ସଂ. ବି — ଆମ୍ବକଶିଆ ଅଦା; ଆମ୍ବ ଅଦା [ହି. ଶ] — Curcoma Zeodaria
  • ସଂ ବିଣ. ପୁଂ [ବହୁବ୍ରୀହି] — ସ୍ୱର୍ଣ୍ଣାଭ; ସୁନା ପରି କାନ୍ତିବିଶିଷ୍ଟ — Of golded hue