ହେମ କାକର Hema kākara

  • ଦେ. ବିଣ — ହେମପରି ଅର୍ଥାତ୍ ବରଫ ପରି ଅତି ଥଣ୍ଡା — Icy; ice-cold
  • ଦେ. ବିଣ — [ଉ—ଦାସେ! ପାଣିରେ ବୁଡ଼ିଲେ ମାସେ, ପାଣି ହେଲା ହେମକାକର, ଦାସେ ହେଲେ ବୁଢ଼ା ମାଙ୍କଡ଼— ଶିଶୁବଚନ।]