ହେବା ଗେଡେ, Hebā geḍe

  • ଦେ. ବିଣ — ଅନିୟମିତ, — Irregular
  • ଦେ. ବିଣ — ଯତ୍ନହୀନ ଓ ଅସମ୍ପୂର୍ଣ୍ଣ (କାର୍ଯ୍ୟ) — Careless and incomplete; slovenly done (work)
  • ଦେ. ବିଣ — [ଉ—ଅପକାର୍ଯ୍ୟଂ ତାତପର୍ଯ୍ୟଂ ପର କାର୍ଯ୍ୟଂ ହେବା ଗେବା—ଢଗ]
  • ଅ — ଅସମତଳ; ଆବୁଡ଼ା ଖାବଡ଼ା; ଅସମାନ; ଖାଲଢିପ — 3. Rough; undulating; not level
  • କ୍ରି—ବିଣ — ଯତ୍ନହୀନ ଭାବରେ (କାମ କରିବା) — Carelessly
  • କ୍ରି—ବିଣ — ଅସମ୍ପୂର୍ଣ୍ଣ ରୂପେ — Incompletely; in a slip shod manner; in a slovenly manner
  • କ୍ରି—ବିଣ — [ଉ—ତେଲ ଲଗାଇବ ହେବା ଗେବା।]
  • କ୍ରି—ବିଣ — ଯେନ କେନ ପ୍ରକାରେଣ — Anyhow