ହେବା କଥା ନାହିଁ Hebā kathā nāhiñ

  • ଦେ. ଅବ୍ଯୟ ରୂପେ ବ୍ଯବହୃତ ବାକ୍ୟ — ବିସ୍ମୟ ସୂଚକ ବାକ୍ୟ — (interjection) (a sentence used in astonishment or wonder) Oh wonder!
  • ଦେ. ଅବ୍ଯୟ ରୂପେ ବ୍ଯବହୃତ ବାକ୍ୟ — (ଖେଦ ବା ବିରକ୍ତିସୂଚକ) ଏହା ଅତି ଦୁଃଖର ବିଷୟ — (Interjection) (denoting sorrow or displeasure) This is a matter of great regret