ହେତ୍ୱାଭାସ Hetwādhāsa
- ସଂ. ବି—(ହେତୁର ନ୍ଯାୟ ଆଭାସ=ଅନୁରୂପ ଯାହାର) — (ନ୍ଯାୟଦର୍ଶନ) ଦୁଷ୍ଟତର୍କ; କୁତର୍କ; ତର୍କଦ୍ୱାରା ଫାଙ୍କି; ଅସତ୍ ହେତୁ — (Logic) Fallacious reasoning; fallacy
- ସଂ. ବି—(ହେତୁର ନ୍ଯାୟ ଆଭାସ=ଅନୁରୂପ ଯାହାର) — [ଦ୍ର—ଏହା ହେତୁପରି ଜଣାପଡ଼େ ଅଥଚ ପ୍ରକୃତ ହେତୁ ନୁହେ। ଯଥା—ଯେଉଁଠାରେ ନିଆଁ ଥାଏ ସେଠାରୁ ଧୂଆଁ ଉଠେ; ପର୍ବତରୁ ଧୁଆଁ ଉଠେ; ଅତଏବ ପର୍ବତରେ ନିଆଁ ଅଛି। ଏହା 5 ପ୍ରକାର— 1 । ସବ୍ୟଭିଚାର ବା ଅନୈକାନ୍ତିକା 2 । ବିରୁଦ୍ଧ। 3 । ପ୍ରକରଣ ସମ। 4 । ସାଧ୍ୟସମ। 5 । କାଳାତୀତ।] — [ଦ୍ର—ଏହା ହେତୁପରି ଜଣାପଡ଼େ ଅଥଚ ପ୍ରକୃତ ହେତୁ ନୁହେ ଯଥା—ଯେଉଁଠାରେ ନିଆଁ ଥାଏ ସେଠାରୁ ଧୂଆଁ ଉଠେ; ପର୍ବତରୁ ଧୁଆଁ ଉଠେ; ଅତଏବ ପର୍ବତରେ ନିଆଁ ଅଛି ଏହା5ପ୍ରକାର—1 ସବ୍ୟଭିଚାର ବା ଅନୈକାନ୍ତିକା2 ବିରୁଦ୍ଧ3 ପ୍ରକରଣ ସମ4 ସାଧ୍ୟସମ5 କାଳାତୀତ]