ହେତୁ ହେତୁମଦ୍ଭୂତ କାଳ Hetu hetumadbhūta kāḻa
- ସଂ. ବି—(ବ୍ୟାକରଣ) — ଭୂତ ବା ଅତୀତକାଳର ଏକ ଭେଦ, ଯହିଁରେ କାରଣରୂପେ ସୂଚିତ ବିଷୟର ଅଭାବ ଯୋଗୁଁ କାର୍ଯ୍ୟର ଅଭାବ ସୂଚିତ ହୁଏ (ହି. ଶ) — A form of the past tense in which the absence of the result is indicated by the absence of the cause
- ସଂ. ବି—(ବ୍ୟାକରଣ) — [ଉଦାହରଣ—ଯେବେ ତୁମେ ସେଠାକୁ ଯାଇଥାଆନ୍ତ, ତେବେ କିଛି ଧନ ପାଇଥାଆନ୍ତ।]