ହେତୁ ହୁଡ଼ା Hetu huṟḍ̠ā

  • ଦେ. ବିଣ. ପୁଂ—(ଯେ ହେତୁ ବା ଚୈତନ୍ୟକୁ ହୁଡ଼ି ଥାଏ) — ଅଜ୍ଞାନ; ବେହୋସ୍ — Unconscious; senseless
  • ଦେ. ବିଣ. ପୁଂ—(ଯେ ହେତୁ ବା ଚୈତନ୍ୟକୁ ହୁଡ଼ି ଥାଏ) — ମତ୍ତ — Intoxicated
  • ଦେ. ବିଣ. ପୁଂ—(ଯେ ହେତୁ ବା ଚୈତନ୍ୟକୁ ହୁଡ଼ି ଥାଏ) — ଭୋଳା — Forgetful
  • ଦେ. ବିଣ. ପୁଂ—(ଯେ ହେତୁ ବା ଚୈତନ୍ୟକୁ ହୁଡ଼ି ଥାଏ) — [ଉ—ହେତୁହୁରା ହୋଇଣ ସେ ଶୃଙ୍ଗାର ଭୋଳେ—ସାରଳା, ମହାଭାରତ, ଆଦି]