ହେତୁ ପାଇବା Hetu pāibā

  • ଦେ. ବି — ସ୍ମରଣପଥାରୂଢ଼ ହେବ; ମନେପଡ଼ିବା — Recollection; coming or recurring to one's mind
  • ଦେ. ବି — (ଯଥା—ମୋର ଏଠାକୁ ଟଙ୍କା ଆଣିବାକୁ ହେତୁ ପାଇଲା ନାହିଁ।)
  • ଦେ. ବି — ( 8।9 ବର୍ଷ ବୟସ୍କ ବାଳକ ବାଳିକାଙ୍କ ଠାରେ) ସ୍ମରଣଶକ୍ତିର ବା ବିବେକର ଉଦୟ — (89ବର୍ଷ ବୟସ୍କ ବାଳକ ବାଳିକାଙ୍କ ଠାରେ) ସ୍ମରଣଶକ୍ତିର ବା ବିବେକର ଉଦୟ— . Dawning of discretion in a boy or girl
  • ଦେ. ବି — (ଯଥା—ମୋ ହେତୁ ପାଇବା ଦିନରୁ ମୁ ଦେଖି ଆସୁଛି ଯେ, କଟକରେ ମାରବାଡ଼ୀମାନେ ଦୋକାନ କରୁଛନ୍ତି।)
  • କ୍ରି (କନ୍ଯା) ପ୍ରଥମ ଋତୁମତୀ ହେବା — To be menstruated for the first time
  • କ୍ରି (କନ୍ଯା) (ଯଥା—ତାଙ୍କ କନ୍ୟାଟି ହେତୁ ପାଇଲାଣି।)