ହେତୁ କରିବା Hetu karibā
- ଦେ. କ୍ରି — ସ୍ମରଣ କରିବା; ମନେ କରିବା — To recollect; to refresh one's memory
- ଦେ. କ୍ରି — [ଉ—ସେ ଜନର କୃଷ୍ଣ ଅଗ୍ରେ ନିଦ୍ରା ଗଲାପରି, ପଡ଼ିଲା ଉଭାରେ ତା ବୁଝଇ ହେତୁ କରି। କୃଷ୍ଣସିଂହ, ମହାଭାରତ, ଆଦି]
- ଦେ. କ୍ରି — ମନୋଯୋଗ ଦେବା — To attend to
- ଦେ. କ୍ରି — [ଉ—ବସିଲେ ସଦ୍ବୃତ୍ତି ଆବୋରି, ଶୁଣ ବିଦୁର ହେତୁ କରି। ଜଗନ୍ନାଥ, ଭାଗବତ।]