ହେତି ପାଶ୍ Heti pās

  • ବୈଦେ. ବି (ଇଂ) — ତିବ୍ୱତ ସୀମାରେ ହିମାଳୟର ଗୋଟିଏ ଗିରିସଙ୍କଟ — Name of a pass of the Himalayas in the border of Tibet
  • ବୈଦେ. ବି (ଇଂ) — [ଦ୍ର—ଏହା 15 ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ। ଏହା ବରଫରେ ପୂର୍ଣ୍ଣ। ଏ ସଙ୍କଟର ଅତଡ଼ାରୁ ପଦ ସ୍ଖଳିତ ହେଲେ ତଳକୁ ପଡ଼ି ମନୁଷ୍ୟ ବରଫରେ ପୋତି ହୋଇପଡ଼େ ଓ ଏବାଟେ ଚାଲିଲାବେଳେ ଥଣ୍ଡା ଯୋଗୁ ଗୋଡ଼ହାତ ଲାଠି— ଲାଠି ହୋଇଯାଏ] — [ଦ୍ର—ଏହା15ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ ଏହା ବରଫରେ ପୂର୍ଣ୍ଣ ଏ ସଙ୍କଟର ଅତଡ଼ାରୁ ପଦ ସ୍ଖଳିତ ହେଲେ ତଳକୁ ପଡ଼ି ମନୁଷ୍ୟ ବରଫରେ ପୋତି ହୋଇପଡ଼େ ଓ ଏବାଟେ ଚାଲିଲାବେଳେ ଥଣ୍ଡା ଯୋଗୁ ଗୋଡ଼ହାତ ଲାଠି— ଲାଠି ହୋଇଯାଏ]