ହେଣ୍ଡା Heṇdā
- ଦେ. ବି — କକ୍ଷ ବାଦ୍ୟ; ହାବୁଡ଼ା; ବାହୁର ତଳ ଅଂଶକୁ ପାର୍ଶ୍ୱରେ ଆଘାତ କରି କରାଯିବା ଶବ୍ଦ (ଆହ୍ଲାଦ ସୂଚକ) — Sound made by striking the lower side of the arm on the flank
- ଦେ. ବି — ପୁଂ—ନିଷ୍କର୍ମା ବ୍ଯକ୍ତି — Idle person
- ଦେ. ବି — ଖାଇ ପିଇ ଅଚିନ୍ତା ହୋଇ ଏଣେ ତେଣେ ବୁଲୁଥିବା ବ୍ଯକ୍ତି — A loafer
- ବିଣ. ପୁଂ — ମୂର୍ଖ — Illiterate