ହେଣ୍ଡା ମାରିବା Heṇdā māribā
- ଦେ. କ୍ରି — କକ୍ଷ ବାଦ୍ୟ ବଜାଇବା; ବାହାକୁ କଡ଼ରେ ମାରି ଶବ୍ଦ କରିବା — To make sounds by striking one's arms on the flanks
- ଦେ. କ୍ରି — (ଲକ୍ଷଣାର୍ଥ) ଆହ୍ଲାଦ ବା ଆନନ୍ଦ ପ୍ରକାଶ କରିବା — (figurative) To give vent to delight
- ଦେ. କ୍ରି — ନିଷ୍କର୍ମା ଓ ନିଶ୍ଚିନ୍ତ ହୋଇ ବୁଲିବା — To loaf about