ହେଣ୍ଟାଇବା Heṇṭāibā

  • ଦେ. କ୍ରି — ଅଣ୍ଟାଇବା; ପଛଆଡ଼ୁ ପେଲିବା — To push on from behind
  • ଦେ. କ୍ରି — ସାହାଯ୍ୟ କରିବା — To help
  • ଦେ. କ୍ରି — ଅଣ୍ଟିବା — To suffice
  • ଦେ. କ୍ରି — (ଯଥା— 4 ସେର ମୁଗ ଡାଲି କଲେ ଶହେ ଜଣଙ୍କୁ ହେଣ୍ଟାଇବ।) — (ଯଥା—4ସେର ମୁଗ ଡାଲି କଲେ ଶହେ ଜଣଙ୍କୁ ହେଣ୍ଟାଇବ)