ହେଣ୍ଟରେଇବା Heṇṭareibā
- ଦେ. କ୍ରି (ସଂ. ହେଡ ଧାତୁ) — କଥାକୁ ଏଡ଼ି ଦେବା — To disregard a person's word
- ଦେ. କ୍ରି (ସଂ. ହେଡ ଧାତୁ) — (ଭୃତ୍ୟ ବା ଶିଷ୍ୟ) ଅବଜ୍ଞାସୂଚକ ଉତ୍ତର ଦେବା — To give a sneering or insubordinate or jeering reply
- ଦେ. କ୍ରି (ସଂ. ହେଡ ଧାତୁ) — କୌଣସି ଲୋକକୁ କୌଣସି କାର୍ଯ୍ୟ କରିବାକୁ ବାରଂବାର ଚେତାଇବା — To urge a person repeatedly to do a thing by goading him often