ହେଡଲାଇନ୍ Heḍ lāin

  • ବୈଦେ. ବି—(ଇଂ. ହେଡ଼୍ ଲାଇନ୍) — ବହିର ପ୍ରତ୍ୟେକ ପୃଷ୍ଠାରେ ଲେଖାଥିବା ବିଷୟର ଚୁମ୍ବକ ସୂଚନା ଲେଖା ହୋଇଥିବା ଧାଡ଼ି, ଯାହା ପୃଷ୍ଠାର ଶିରୋଦେଶରେ ଥାଏ — Head-line