ହେଡପଣ୍ଡିତ Hed paṇḍita

  • ଦେ. ବି—(ଇଂ ହେଡ୍ ଓ ସଂ. ପଣ୍ଡିତ) — ସଂସ୍କୃତ ଓ ଦେଶୀୟ ଭାଷା ଶିକ୍ଷା ଦେବାପାଇଁ ନିଯୁକ୍ତ ପଣ୍ଡିତମାନଙ୍କ ମଧ୍ୟରେ ପ୍ରଧାନ ପଣ୍ଡିତ — Head-pandit