ହେଠ ମୁହାଁ Heṭha muhāñ

  • ଦେ. ବିଣ. ପୁଂ — ଅଧୋବଦନ; ଅଧୋମସ୍ତକ; ଲଜ୍ଜା ବା ଶୋକରେ ଯାହାର ମୁଣ୍ଡ ତଳକୁ ହୋଇ ଅଛି — With face bowed down; with a drooping head (due to shame or grief)
  • ଦେ. ବିଣ. ପୁଂ — ପୋତାମୁହାଁ — One who has his face bent down