ହେଟେଇବା Heṭeibā

  • ଦେ. କ୍ରି — କଥା କହିଲାବେଳେ ଯୋଗ ଦେଇ ବା ଉତ୍ସାହିତ କରି କଥକକୁ ସାହାଯ୍ୟ ଦେବା — To help a speaker; to encourage or prompt a speaker by supporting him
  • ଦେ. କ୍ରି — ପଛରୁ ଥାଇ ସାହାଯ୍ୟ କରିବା ବା ଉତ୍ସାହିତ କରିବା — To help or encourage a person from behind
  • ଦେ. କ୍ରି — ନୁଆଁଇବା ନମ୍ର କରିବା — To bend
  • ଦେ. କ୍ରି — ଯଥେଷ୍ଟ ହେବା; ଅଣ୍ଟିବା — To suffice
  • ଦେ. କ୍ରି — (ଯଥା—ଏ ପରିବାତକ ଏତେ ଲୋକଙ୍କୁ ହେଟେଇବ ନାହିଁ।)