ହେଟି ଦେବା Heṭi debā
- ଦେ. କ୍ରି—(ସଂ. ହେଠ୍. ଧାତୁ=ଅବଜ୍ଞା କରିବା) — ମାନ୍ୟ ବ୍ଯକ୍ତିଙ୍କୁ ଅବଜ୍ଞା କରିବା — To disregard; to slight
- ଦେ. କ୍ରି—(ସଂ. ହେଠ୍. ଧାତୁ=ଅବଜ୍ଞା କରିବା) — ଆଦେଶକୁ ଲଙ୍ଘନ କରିବା — To disobey an order
- ଦେ. କ୍ରି—(ସଂ. ହେଠ୍. ଧାତୁ=ଅବଜ୍ଞା କରିବା) — (ଭୃତ୍ୟ ବା ପିଲା) ସ୍ୱାମୀଙ୍କ ବା ଗୁରୁଜନଙ୍କ କଥାର ଅବଜ୍ଞାସୂଚକ ଉତ୍ତରଦେବା — 2. To give taunting reply to a master's or guardian's commads