ହେଟାଗୋଡ଼ି Heṭāgoṟḍ̠i

  • ପ୍ରାଦେ (ଗଞ୍ଜାମ) ବି — ନେହୁଡ଼େଇବା ଦଣ୍ଡ; ପୂର୍ବକାଳରେ ପ୍ରଚଳିତ ଦଣ୍ଡବିଶେଷ — A punishment (formerly in vogue) consisting of making a person to bend by standing like a hyena with the two feet and the two palms set on the ground
  • ପ୍ରାଦେ (ଗଞ୍ଜାମ) ବି — [ଦ୍ର—ଏଥିରେ ଦୁଇ ନତ ଗୋଡ଼କୁ ଓ ଦୁଇ କରତଳକୁ ଭୂଇଁରେ ଲଗାଇ ଠିଆ ହେବା ଅବସ୍ଥାରେ ଅବସ୍ଥାରେ ନଇଁପଡ଼ିବାକୁ ହୁଏ। ଏପରି କଲେ ହେଟା ପରି ଆଗପାଖ ଉଚ୍ଚ ଓ ପଛପାଖ ନୀଚ ଦେଖାଯାଏ। ତେଣୁ ଏ ଦଣ୍ଡର ନାମ ଏପରି ଦିଆ ଯାଇଅଛି।]