ହେଟାଗାଣ୍ଡି Heṭāgāṇḍi

  • ଦେ. ବି (ହେଟାମାନଙ୍କ ଦେହ ତୁଳନାରେ ପିଚା ଓ ଆଗ ଗୋଡ଼ ଅପେକ୍ଷା ପଛ ଗୋଡ଼ ସାନ ଓ ପିଠିର ଆଗ ଅପେକ୍ଷା ଶେଷଆଡ଼ ନିମ୍ନ ଓ ଅସୁନ୍ଦର ଦେଖା ଯାଉଥିବାରୁ) — ହେଟା ପରି ଅସୁନ୍ଦର ନତ ପିଚା — Low and small buttocks like those of a hyena