ହେଟା ଦର Heṭā dara

  • ପ୍ରାଦେ (ବାଲେଶ୍ୱର) ବି — ହତାଦର — Disregard; contempt; derision
  • ପ୍ରାଦେ (ବାଲେଶ୍ୱର) ବି — (ଉ— x x x କାହୁଁ ଗୋଟାଏ ଆସି ମୋ ଛୁଆକୁ ହେଟାଦର କରିବ, ମାଛେଉଣ୍ଡଟି କାନ୍ଦିବ— ତା ବିକଳ ସହି ପାରିବ ନାହିଁ—ଫକୀରମୋହନ, ଗଳ୍ପସ୍ୱଳ୍ପ)