ହେଁଟା Heñṭā

  • ପ୍ରାଦେ. (ସମ୍ବଲପୁର) ସର୍ବନାମ—(ଅନାଦରାର୍ଥକ) — ଏଇଟା; ଏହି ବସ୍ତୁଟା — This thing
  • ପ୍ରାଦେ. (ସମ୍ବଲପୁର) ସର୍ବନାମ—(ଅନାଦରାର୍ଥକ) — ଏହି ବିଷୟଟା — This matter
  • ପ୍ରାଦେ. (ସମ୍ବଲପୁର) ସର୍ବନାମ—(ଅନାଦରାର୍ଥକ) — ଏହି ବ୍ଯକ୍ତିଟା — This person
  • ପ୍ରାଦେ (ପାଟଣା) ସର୍ବନାମ— ସେହି — That