ହେଜେଇବା Hejeibā

  • ଦେ. କ୍ରି — ହେଜିବା କ୍ରିୟାର ଣିଜନ୍ତରୂପ — The causative form of Hejibā
  • ଦେ. କ୍ରି — ସ୍ମରଣ କରାଇବା; ମନେ କରାଇ ଦେବା; ଚେତାଇବା — To remind