ହେଙ୍ଗୁ ବଘରା Heṅgu bagharā

  • ଦେ. ବି — ତିଅଣ ବଘାରିବାବେଳେ ହାଣ୍ଡି ମସଲା ସଙ୍ଗେ ହେଙ୍ଗୁ ବା ହେଙ୍ଗୁପାଣି ମିଶାଇବା; ହେଙ୍ଗୁ ଦ୍ୱାରା ତିଅଣକୁ ଛୁଙ୍କିବା — Seasoning of curry with assafoetida
  • ବିଣ — ଯେଉଁ ତିଅଣରେ ବଘାରିବା ସମୟରେ ହେଙ୍ଗୁ ମିଶା ଯାଇଥାଏ — (Curry) Seasoned with assafoetida